#Ssepd

Watch 450+ Reels videos about Ssepd from people all over the world.

Watch anonymously without logging in.

450+ posts
NewTrendingViral

Trending Reels

(12)
#Ssepd Reel by @ssepd_odisha (verified account) - SISER students undertook an Academic Exposure Visit to the Integrated Infrastructure Complex (IIC), Bangara, Puri, where 106 trainees gained practical
1.8K
SS
@ssepd_odisha
SISER students undertook an Academic Exposure Visit to the Integrated Infrastructure Complex (IIC), Bangara, Puri, where 106 trainees gained practical insights into disability services. The visit also featured street plays, bhajans and dance performances, along with exploration of iconic heritage sites like the Konark Sun Temple, Puri and Ramachandi Temple, making the experience both educational and memorable. #ssepd #exposurevisit #konark #puribeach #ramachandi #siser
#Ssepd Reel by @ssepd_odisha (verified account) - ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର - ମୟୂରଭଞ୍ଜରେ ଜଣେ ଦ୍ୱିପାକ୍ଷିକ ଅଙ୍ଗହୀନ ରୋଗୀଙ୍କୁ ମାୟୋଇଲେକ୍ଟ୍ରିକ୍ ହାତ ଲଗେଇବାପରେ ବ୍ୟବହାରିକ ପ୍ରଶିକ୍ଷଣ ଦିଆଯାଉଛି ।

#ssepd #ARC_Ma
512
SS
@ssepd_odisha
ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର - ମୟୂରଭଞ୍ଜରେ ଜଣେ ଦ୍ୱିପାକ୍ଷିକ ଅଙ୍ଗହୀନ ରୋଗୀଙ୍କୁ ମାୟୋଇଲେକ୍ଟ୍ରିକ୍ ହାତ ଲଗେଇବାପରେ ବ୍ୟବହାରିକ ପ୍ରଶିକ୍ଷଣ ଦିଆଯାଉଛି । #ssepd #ARC_Mayurbhanj #empowerment
#Ssepd Reel by @ssepd_odisha (verified account) - ଚାଲନ୍ତୁ ଶିଖିବା ଆଜିର ସାଙ୍କେତିକ ଶବ୍ଦ "ମଇଳା"

#ssepd #signlanguage
655
SS
@ssepd_odisha
ଚାଲନ୍ତୁ ଶିଖିବା ଆଜିର ସାଙ୍କେତିକ ଶବ୍ଦ "ମଇଳା" #ssepd #signlanguage
#Ssepd Reel by @ssepd_odisha (verified account) - An inspiring step towards inclusion 
An 8-year-old hearing-impaired child, M. Madhumita Dora from Sastrinagar, has been fitted with a Digital BTE Prog
1.3K
SS
@ssepd_odisha
An inspiring step towards inclusion An 8-year-old hearing-impaired child, M. Madhumita Dora from Sastrinagar, has been fitted with a Digital BTE Programming Hearing Aid at Manodaya IIC, Khordha. The initiative was supported by DDRC Khordha, bringing the gift of sound and hope to a young life. #ssepd #ssepd2 #ssepd_department #inclusionmatters #accessibilityforall #hopeinaction #khordha @cmo_odisha @pravatiparidabjp @kanakvardhansinghdeo @msjegoi @nityanandabjp @collector_khordha @zp_khordha @hfwodisha
#Ssepd Reel by @ssepd_odisha (verified account) - Empowerment starts with care, grows through training, and strengthens with support-turning obstacles into opportunities for growth and strength.

#sse
575
SS
@ssepd_odisha
Empowerment starts with care, grows through training, and strengthens with support—turning obstacles into opportunities for growth and strength. #ssepd #empowerment #empowermentjourney
#Ssepd Reel by @ssepd_odisha (verified account) - ନୂତନ ଆଶା ଓ ନୂତନ ଚଲାପଥ। ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ARC) କୋରାପୁଟ ପକ୍ଷରୁ ସାବନ ତୁରୁକଙ୍କ ଠାରେ ସିଲିକନ୍ ଲକିଂ ସିଷ୍ଟମ୍ ବିଶିଷ୍ଟ 'ବାଇଲାଟେରାଲ୍ ଟ୍ରାନ୍ସଟିବିଆଲ୍ ପ୍
929
SS
@ssepd_odisha
ନୂତନ ଆଶା ଓ ନୂତନ ଚଲାପଥ। ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ARC) କୋରାପୁଟ ପକ୍ଷରୁ ସାବନ ତୁରୁକଙ୍କ ଠାରେ ସିଲିକନ୍ ଲକିଂ ସିଷ୍ଟମ୍ ବିଶିଷ୍ଟ 'ବାଇଲାଟେରାଲ୍ ଟ୍ରାନ୍ସଟିବିଆଲ୍ ପ୍ରୋସ୍ଥେସିସ୍' (Bil. Transtibial Prosthesis) ସଫଳତାର ସହ ପ୍ରତିରୋପଣ କରାଯାଇଛି। ଏହା ଏକ ଆତ୍ମବିଶ୍ୱାସ ସହ ସାବନଙ୍କ ଆଗକୁ ବଢିବାରେ ସାହାଯ୍ୟ କରିବ। #ssepd #ARC_Koraput #empowerment
#Ssepd Reel by @ssepd_odisha (verified account) - ୧ ଡ଼ିସେମ୍ବରରେ ଆୟୋଜିତ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୫, ନିଜ ଆଗମନକୁ ନେଇ ଭାବ ବ୍ୟକ୍ତ କରିଛନ୍ତି ଅଭିନେତ୍ରୀ ଭୂମିକା ଦାସ ।

#ssepd #ssepd2 #idpwd2025
2.3K
SS
@ssepd_odisha
୧ ଡ଼ିସେମ୍ବରରେ ଆୟୋଜିତ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ-୨୦୨୫, ନିଜ ଆଗମନକୁ ନେଇ ଭାବ ବ୍ୟକ୍ତ କରିଛନ୍ତି ଅଭିନେତ୍ରୀ ଭୂମିକା ଦାସ । #ssepd #ssepd2 #idpwd2025
#Ssepd Reel by @ssepd_odisha (verified account) - ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କୋରାପୁଟରେ ମନୋବିଜ୍ଞାନ ଥେରାପି କାର୍ଯ୍ୟକ୍ରମ କରାଯାଉଛି ଯାହା ଶିଶୁମାନଙ୍କ ମନୋବିକାଶ ପାଇଁ ଏକ ସକାରାତ୍ମକ ପଦକ୍ଷେପ।
#ssepd #ddrc_ko
484
SS
@ssepd_odisha
ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କୋରାପୁଟରେ ମନୋବିଜ୍ଞାନ ଥେରାପି କାର୍ଯ୍ୟକ୍ରମ କରାଯାଉଛି ଯାହା ଶିଶୁମାନଙ୍କ ମନୋବିକାଶ ପାଇଁ ଏକ ସକାରାତ୍ମକ ପଦକ୍ଷେପ। #ssepd #ddrc_koraput
#Ssepd Reel by @ssepd_odisha (verified account) - ଦୃଷ୍ଟି ବାଧିତ ଭିନ୍ନକ୍ଷମ ଛାତ୍ର ବାଦଲ ସେଠୀଙ୍କ ସ୍ବପ୍ନ ପୂରଣ କରୁଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ସ୍ଵତନ୍ତ୍ର ଶିଳ୍ପ ତାଲିମ ପ୍ରତିଷ୍ଠାନ। ବାଦଲ ନିଜର ସଂଘର୍ଷ ଓ ଆତ୍ମବିଶ୍ବା
740
SS
@ssepd_odisha
ଦୃଷ୍ଟି ବାଧିତ ଭିନ୍ନକ୍ଷମ ଛାତ୍ର ବାଦଲ ସେଠୀଙ୍କ ସ୍ବପ୍ନ ପୂରଣ କରୁଛି ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ସ୍ଵତନ୍ତ୍ର ଶିଳ୍ପ ତାଲିମ ପ୍ରତିଷ୍ଠାନ। ବାଦଲ ନିଜର ସଂଘର୍ଷ ଓ ଆତ୍ମବିଶ୍ବାସ ବଳରେ ନିଜର ଗୁରୁଜୀଙ୍କ ଠାରୁ ପ୍ରେରଣା ନେଇ ଏବେ ସଫଳତାର ପାଦ ଦେଶରେ, ଯାହା ଅନ୍ୟ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାଦାୟୀ। #ssepd #éducation #educationforall #ability #abilityindisability
#Ssepd Reel by @ssepd_odisha (verified account) - ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସୋଆ ବିଶ୍ଵବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ର ଡିସେମ୍ବର ୧-୩
684
SS
@ssepd_odisha
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସୋଆ ବିଶ୍ଵବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ୨୦୨୫ର ଡିସେମ୍ବର ୧-୩ ତାରିଖ ପର୍ଯ୍ୟନ୍ତ ଚାଲୁରହିଛି। କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଜି 'ଭିନ୍ନକ୍ଷମ ସମାବେଶୀ ସମାଜ: ସମାଜିକ ଅଗ୍ରଗତିର ନୂଆ ପଥ' ଶୀର୍ଷକରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। #ssepd #idpd2025 #idpwd2025 #internationaldayofpersonswithdisabilities
#Ssepd Reel by @ssepd_odisha (verified account) - ଶବ୍ଦରେ ନୁହେଁ ତମେ ଇସାରାରେ ବୁଝେଇଦିଅ ଦୁନିଆର ପରିଭାଷା, ଆଖିରେ କହିଦିଅ ଅକୁହା କଥା ।
ଚାଲନ୍ତୁ ବୁଲିଯିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ବା
759
SS
@ssepd_odisha
ଶବ୍ଦରେ ନୁହେଁ ତମେ ଇସାରାରେ ବୁଝେଇଦିଅ ଦୁନିଆର ପରିଭାଷା, ଆଖିରେ କହିଦିଅ ଅକୁହା କଥା । ଚାଲନ୍ତୁ ବୁଲିଯିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ବାକ ଶ୍ରବଣ ଶିଶୁ ବିଦ୍ୟାଳୟ, ପଳାସପଲ୍ଲୀ, ଭୁବନେଶ୍ୱର । #ssepd #educationforall #ଇସାରାରେକଥା #SilentVoicesStrongStories #divyangempowerment #socialsecurityforall #inclusiveodisha #palashpalli #bhubaneswar #hearwithheart #signlanguagelove #abilitynotdisability #accessibleindia #empowerthroughcare #inclusiveeducation #odishacares #voiceswithoutsound #togetherforinclusion #caringgovernment
#Ssepd Reel by @ssepd_odisha (verified account) - ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନସ୍ଥ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର କଳାହାଣ୍ଡି ପକ୍ଷରୁ 'ମାୟୋଇଲେକ୍ଟ୍ରିକ ହ୍ୟାଣ୍ଡ ପ୍ରୋସ୍ଥେସିସ' (Myoelectric Han
583
SS
@ssepd_odisha
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିନସ୍ଥ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର କଳାହାଣ୍ଡି ପକ୍ଷରୁ 'ମାୟୋଇଲେକ୍ଟ୍ରିକ ହ୍ୟାଣ୍ଡ ପ୍ରୋସ୍ଥେସିସ' (Myoelectric Hand prosthesis) ପ୍ରଦାନର ଶୁଭାରମ୍ଭ। ଏହାର କାର୍ଯ୍ୟଦକ୍ଷତା ଦେଖି କଳାହାଣ୍ଡି ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହ ଏହାକୁ ପ୍ରଶଂସା କରିଛନ୍ତି । #ssepd #myoelectrichand #prosthesis

✨ #Ssepd Discovery Guide

Instagram hosts 450+ posts under #Ssepd, creating one of the platform's most vibrant visual ecosystems. This massive collection represents trending moments, creative expressions, and global conversations happening right now.

#Ssepd is one of the most engaging trends on Instagram right now. With over 450+ posts in this category, creators like @ssepd_odisha are leading the way with their viral content. Browse these popular videos anonymously on Pictame.

What's trending in #Ssepd? The most watched Reels videos and viral content are featured above. Explore the gallery to discover creative storytelling, popular moments, and content that's capturing millions of views worldwide.

Popular Categories

📹 Video Trends: Discover the latest Reels and viral videos

📈 Hashtag Strategy: Explore trending hashtag options for your content

🌟 Featured Creators: @ssepd_odisha and others leading the community

FAQs About #Ssepd

With Pictame, you can browse all #Ssepd reels and videos without logging into Instagram. No account required and your activity remains private.

Content Performance Insights

Analysis of 12 reels

✅ Moderate Competition

💡 Top performing posts average 1.6K views (1.7x above average). Moderate competition - consistent posting builds momentum.

Post consistently 3-5 times/week at times when your audience is most active

Content Creation Tips & Strategy

💡 Top performing content gets 1K+ views - focus on engaging first 3 seconds

📹 High-quality vertical videos (9:16) perform best for #Ssepd - use good lighting and clear audio

✨ Many verified creators are active (100%) - study their content style for inspiration

✍️ Detailed captions with story work well - average caption length is 296 characters

Popular Searches Related to #Ssepd

🎬For Video Lovers

Ssepd ReelsWatch Ssepd Videos

📈For Strategy Seekers

Ssepd Trending HashtagsBest Ssepd Hashtags

🌟Explore More

Explore Ssepd#ssepd odisha#ssepd director#ssepd gov in status check