
874
TH#ଶିକ୍ଷୟତ୍ରୀଙ୍କୁ_ସ୍କୁଲ_ମନା_ଫାଟକରେ_ତାଲା || School Locked || DAILY ODISHA NEWS || FOCUS PLUS
ଶିକ୍ଷୟତ୍ରୀଙ୍କୁ ସ୍କୁଲ ମନା । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଭାକରସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଏକ ସମସ୍ୟା । ଫାଟକରେ ତାଲା ପକାଇଲେ ଅଭିଭାବକ ।
#balipatana #schoollocked #teacher #school #students #OdishaNews #OdishaGovernment #FOCUSPLUS
@the_focusplus










