
195.5K
DPସମ୍ବଲପୁର ବୁର୍ଲା ସ୍ଥିତ VSSUT ପରିସରରେ Zoho Skill Hubର ଲୋକାର୍ପଣ ଏବଂ ପେଟିଏମ୍ ‘Wisdom on Wheels’ ର ଶୁଭାରମ୍ଭ ଅବସରରେ ଶୁଭେଚ୍ଛା । ଏହି ଅଭିନବ ପ୍ରୟାସ ଆମର ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଅଧିକ ଦକ୍ଷ, ସମର୍ଥ ଓ ସ୍ୱାବଲମ୍ବୀ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।
#VSSUT #Burla #Sambalpur #ZohoSkillHub #paytm
@dpradhanbjp










